ନଦୀପଠାରେ ଯୁବକଙ୍କୁ ହତ୍ୟା ଘଟଣାରେ ହତ୍ୟାକାରୀ ଚିହ୍ନଟ! ପ୍ରମାଣ ଯୋଗାଡ଼ କରୁଛି ପୁଲିସ

ଭୁବନେଶ୍ୱର: କୁଆଖାଇ ନଦୀପଠାରେ ବହୁଚର୍ଚିତ ଉନ୍ମୟ ପାଢ଼ୀ ହତ୍ୟା ଘଟଣାକୁ ଆଜି ସପ୍ତାହେ ପୂରିବ। ଦିନକୁ ଦିନ ଏହି ହତ୍ୟାକାଣ୍ଡ ରହସ୍ୟମୟ ହୋଇ ପଡ଼ୁଥିବାବେଳେ ପୁଲିସ କ୍ରମଶଃ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଉଦ୍ୟମ ଜାରି ରଖିଛି। ଭାଇରାଲ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ହିଁ ହତ୍ୟାକାରୀ ବୋଲି ପୁଲିସ ଏକପ୍ରକାର ନିଶ୍ଚିତ ହୋଇ ସାରିଥିଲେ ମଧ୍ୟ ଦୁହିଁଙ୍କ ବିରୋଧରେ ଏଯାଏ ନିର୍ଦିଷ୍ଟ ପ୍ରମାଣ … Continue reading ନଦୀପଠାରେ ଯୁବକଙ୍କୁ ହତ୍ୟା ଘଟଣାରେ ହତ୍ୟାକାରୀ ଚିହ୍ନଟ! ପ୍ରମାଣ ଯୋଗାଡ଼ କରୁଛି ପୁଲିସ